ତମେ ମୋର ପାଖେ ଥିଲେ ଅନ୍ତରଙ୍ଗତା ଟିକେ ବଢି ବଢିଯାଏ ଆହୁରି ଭର୍ତ୍ତି ହୋଇଯିବାକୁ ମନ ଚାହୁଁ ଥାଏ । ତମେ ମୋର ପାଖେ ଥିଲେ ଅନ୍ତରଙ୍ଗତା ଟିକେ ବଢି ବଢିଯାଏ ଆହୁରି ଭର୍ତ୍ତି ହୋଇଯିବାକୁ ମନ ଚା...
ଅଫେରା ଅଭିମନ୍ୟୁ ଅଫେରା ଅଭିମନ୍ୟୁ
ଚୋରାବାଲି ଚୋରାବାଲି
ଲିଭି ଲିଭି ଆସେ ଆଶା ର ପ୍ରଦୀପ ଅସହାୟେ ଜଳି ଜଳି ତଥାପି ଚାଲିଛି ଦରିଆ ମଝିରେ ଯାଇନି ଲିଭି ଲିଭି ଆସେ ଆଶା ର ପ୍ରଦୀପ ଅସହାୟେ ଜଳି ଜଳି ତଥାପି ଚାଲିଛି ଦରିଆ ମ...
ସେହି ସମୟ ରୂପକ ଚୋରାବାଲିରେ ଜୀବନର ଆୟୁ ଖସି ଖସି ଯାଏ ସେହି ସମୟ ରୂପକ ଚୋରାବାଲିରେ ଜୀବନର ଆୟୁ ଖସି ଖସି ଯାଏ
ସମୟ ଯାଉଛି ସରି ସତେ ଚୋରାବାଲି ପରି ତଥାପିବି ସରିଲାନି ଆଜିଯାଏ ଖୋଜା ସମୟ ଯାଉଛି ସରି ସତେ ଚୋରାବାଲି ପରି ତଥାପିବି ସରିଲାନି ଆଜିଯାଏ ଖୋଜା